ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ପୂର୍ବତନ – ରାଜା ସାହେବ ଗଜପତିଙ୍କ ପାରଳାଖେମୁଣ୍ଡି ଇଷ୍ଟେଟ (ପ୍ରଥମ ପ୍ରଧାନମନ୍ତ୍ରୀ ଓଡିଶା ରାଜ୍ୟ) ଯାହାଙ୍କର ଖ୍ୟାତିରେ ଓଡିଶା ରାଜ୍ୟ ଗଠନ ପାଇଁ ସ୍ଵତନ୍ତ୍ର ଅବଦାନ ଯୋଗୁଁ ପାରଳାଖେମୁଣ୍ଡି ଇଷ୍ଟେଟ ଓଡ଼ିଶାରେ ଅବସ୍ଥାପିତ ହୋଇଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ଵତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଛି । ମାତ୍ର ଏହା ଗଞ୍ଜାମ ଜିଲ୍ଲାର ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଉପଖଣ୍ଡ ନାମରେ ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ ଗୋଟି ତହସିଲ ,୭ ଗୋଟି ବ୍ଲକ ,୧୫୩୪ ରାଜସ୍ୱ ଗ୍ରାମ , ୧୪୯ ଗ୍ରାମ ପଞ୍ଚାୟତ , ୧୧ ଗୋଟି ପୋଲିସ ଥାନା ରହିଛି ।

ଅଧିକ ପଢ

View Spl Summary Revision of Form 9, Form 10, Form 11 and Form 11A data

ଜିଲ୍ଲାପାଳ ଗଜପତି
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ଗଜପତି ଶ୍ରୀ ଅନୁପମ ସାହା, ଭା. ପ୍ର. ସେ.

ନବେଲ କରୋନା ଭାଇରସ (କୋବିଡ-୧୯)

ନବେଲ କରୋନା ଭାଇରସ (କୋବିଡ-୧୯)

ଜିଲ୍ଲା ସହାୟତା ନମ୍ବର : 06815-222100 ଏବଂ ଟାଳ ଫ୍ରୀ ନଂ : 18003452306

ଅଧିକ ଦେଖନ୍ତୁ