ଜିଲ୍ଲା ସମ୍ବନ୍ଧରେ
ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ପୂର୍ବତନ – ରାଜା ସାହେବ ଗଜପତିଙ୍କ ପାରଳାଖେମୁଣ୍ଡି ଇଷ୍ଟେଟ (ପ୍ରଥମ ପ୍ରଧାନମନ୍ତ୍ରୀ ଓଡିଶା ରାଜ୍ୟ) ଯାହାଙ୍କର ଖ୍ୟାତିରେ ଓଡିଶା ରାଜ୍ୟ ଗଠନ ପାଇଁ ସ୍ଵତନ୍ତ୍ର ଅବଦାନ ଯୋଗୁଁ ପାରଳାଖେମୁଣ୍ଡି ଇଷ୍ଟେଟ ଓଡ଼ିଶାରେ ଅବସ୍ଥାପିତ ହୋଇଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ଵତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଛି । ମାତ୍ର ଏହା ଗଞ୍ଜାମ ଜିଲ୍ଲାର ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଉପଖଣ୍ଡ ନାମରେ ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ ଗୋଟି ତହସିଲ ,୭ ଗୋଟି ବ୍ଲକ ,୧୫୩୪ ରାଜସ୍ୱ ଗ୍ରାମ , ୧୪୯ ଗ୍ରାମ ପଞ୍ଚାୟତ , ୧୧ ଗୋଟି ପୋଲିସ ଥାନା ରହିଛି ।

ନବେଲ କରୋନା ଭାଇରସ (କୋବିଡ-୧୯)
ଜିଲ୍ଲା ସହାୟତା ନମ୍ବର : 06815-222100 ଏବଂ ଟାଳ ଫ୍ରୀ ନଂ : 18003452306
ସାର୍ବଜନିକ ୟୁଟିଲିଟିଗୁଡିକ
ସେବା ଖୋଜନ୍ତୁ
ଘଟଣା ଗୁଡିକ
-
ହର ଘର ଜଳ ଯୋଜନା ପ୍ରକଳ୍ପ 14/11/2022 - 30/04/2023
-
ସ୍ୱାସ୍ଥ୍ୟ ଓ ନିରାକରଣ ସେଣ୍ଟେର କେରାଣ୍ଡି, ଗଜପତି 14/11/2022 - 30/04/2023
-
ରବର ପ୍ଲାଣ୍ଟେସନ ଗଜପତି 14/11/2022 - 30/04/2023