ବନ୍ଦ କରନ୍ତୁ

ଆରକ୍ଷୀ

ଉଦ୍ଧେଶ୍ୟ

ଅପରାଧ ନିୟନ୍ତ୍ରଣ

  • ଅପରାଧୀଙ୍କ ଉପରେ ତୀଖନ ଦୃଷ୍ଟି ।
  • ଅପରାଧ ସହ ସଂପୃକ୍ତ ଅପରାଧ ଗତ ତଥ୍ୟ ପରିଚାଳନା |
  • ବିଟ ପାଟ୍ରୋଲିଙ୍ଗ,ମୋବାଇଲ ଓ ପାଦଚଲା ପାଟ୍ରୋଲିଙ୍ଗ,ନାକାବନ୍ଦୀ,କମ୍ବିଙ୍ଗ ଅପରେସନ ଏବଂ ଧରପଗଡ|
  • ଅପରାଧିକ ପରିଚାଳନାକୁ ଓ ଭାରତୀୟ ପିଙ୍ଗଳ କୋଡ଼ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ପ୍ରତିରୋଧ ମୂଳକ ପଦକ୍ଷେପ
  • ବିଶେଷତଃ ଶିଶୁ ଅତ୍ୟାଚାର ଓ ସମାଜର ଦୁର୍ବଳ ଶ୍ରେଣୀ ର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା|

ଅପରାଧ ଚିହ୍ନଟି କରଣ

  • ଅପରାଧୀ ଚିହ୍ନଟ କରଣ ପାଇଁ ତଦନ୍ତ ଓ ମକଦମା ପାଇଁ କ୍ଷେତ୍ର ପ୍ରସ୍ତୁତି |

ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ

  • ପର୍ବ ପର୍ବାଣୀ,ନିର୍ବାଚନ,ସାମ୍ପ୍ରଦାୟିକ ଓ ସାମାଜିକ ବିଶୃଙ୍ଖଳା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆୟତ କରିବା |
  • ଅଭ୍ୟନ୍ତରଣୀୟ ସୁରକ୍ଷା ଓ ଭି.ଆଇ.ପି (V.I.P) ସୁରକ୍ଷା ବଜାଇ ରଖିବା |

ଅନ୍ୟାନ୍ୟ କର୍ତ୍ତବ୍ୟ

  • ଅଣଧର୍ତ୍ତବ୍ୟ ଅପରାଧ,ଦୁର୍ଘଟଣା ଜନିତ ମୁତ୍ୟୁ,ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡ ଗୁଡିକର ଅନୁସନ୍ଧାନ କରିବା ଇତ୍ୟାଦି ।
  • ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କର ଅନୁସନ୍ଧାନ କରିବା |
  • ବିଦେଶୀ ନାଗରିକ ଓ ସମ୍ପୃକ୍ତ ବ୍ୟକ୍ତିଙ୍କର ପଞ୍ଜିକରଣ ତଥା ଅନୁସନ୍ଧାନ କରିବା |
  • କୋଷାଗାର, କଏଦୀ,ବାଳ ଅପରାଧୀ ,ଘର ଛାଡି ପଳାଇ ଯାଇଥିବା ନାବାଳିକା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ।
  • ସରକାରୀ କର୍ମଚାରୀ ଏବଂ ଘରୋଇ ବ୍ୟବହାର ପାଇଁ ଉଦ୍ଧିଷ୍ଟ ପାସପୋର୍ଟ,ଅସ୍ତ୍ରଶସ୍ତ୍ର ଲାଇସେନ୍ସ,ଅନ୍ୟାନ୍ୟ ଲାଇସେନ୍ସ ପ୍ରଦାନ କରିବା ପାଇଁ ଚରିତ୍ର ବ୍ୟକ୍ତିଗତ ଇତିହାସ ଇତ୍ୟାଦିର ପରିକ୍ଷଣ କରିବା |
  • ସମାଜର ଦୁର୍ବଳ ଓ ଅବହେଳିତ ବର୍ଗର ବ୍ୟକ୍ତି ମାନଙ୍କର ସାମାଜିକ ପ୍ରତିଷ୍ଠା ବଜାଇ ରଖିବା ତଥା ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଇନ ଗୁଡିକର କଡାକଡି କାର୍ଯ୍ୟାନ୍ୟୁତ କରିବା |

ମୋଟ ପୁଲିସ୍‌ ଥାନା ସଂଖ୍ୟା

  1. ପୁଲିସ୍‌ ଥାନା ସଂଖ୍ୟା – ୧୧
  2. ଆଉଟ ପୋଷ୍ଟ ସଂଖ୍ୟା – ୭
  3. ବିଟ ହାଉସ ସଂଖ୍ୟା – ୨

ପୁଲିସ୍‌ ଥାନା ଗୁଡିକର ନାମ

  1. ପାରଳାଖେମୁଣ୍ଡି ପୁଲିସ୍‌ ଥାନା
  2. କାଶିନଗର ପୁଲିସ୍‌ ଥାନା
  3. ସେରଙ୍ଗ ପୁଲିସ୍‌ ଥାନା
  4. ଗାରାବନ୍ଧ ପୁଲିସ୍‌ ଥାନା
  5. ଗୁରାଣ୍ଡି ପୁଲିସ୍‌ ଥାନା
  6. ରାୟଗଡ ପୁଲିସ୍‌ ଥାନା
  7. ରାମଗିରି ପୁଲିସ୍‌ ଥାନା
  8. ଆର୍. ଉଦୟଗିରି ପୁଲିସ୍‌ ଥାନା
  9. ମୋହନା ପୁଲିସ୍‌ ଥାନା
  10. ଅଡବା ପୁଲିସ୍‌ ଥାନା
  11. ବିଦ୍ୟୁତ୍‌ ଥାନା (ପାରଳାଖେମୁଣ୍ଡି)
  12. ଟାଉନ ଆଉଟ ପୋଷ୍ଟ- । ପାରଳାଖେମୁଣ୍ଡି)
  13. ଟାଉନ ଆଉଟ ପୋଷ୍ଟ- ॥ (ପାରଳାଖେମୁଣ୍ଡି)
  14. ଗାଇବା ଆଉଟ ପୋଷ୍ଟ
  15. ଗୁମ୍ମା ଆଉଟ ପୋଷ୍ଟ
  16. ଖଜୁରିପଦା ଆଉଟ ପୋଷ୍ଟ
  17. ନଳାଘାଟ ଆଉଟ ପୋଷ୍ଟ
  18. ଚନ୍ଦ୍ରଗିରି ଆଉଟ ପୋଷ୍ଟ
  19. ଛେଳିଗଡ ବିଟ ହାଉସ
  20. ପାଣିଗଣ୍ଡା ବିଟ ହାଉସ

ଗଜପତି ଜିଲ୍ଲା ପୁଲିସ୍‌

ଗଜପତି ଜିଲ୍ଲା ଉଚ୍ଚପଦସ୍ଥ କର୍ମଚାରୀଙ୍କ ଟେଲିଫୋନ୍ ନମ୍ବର
କ୍ରମିକ ସଂଖ୍ୟା ଉଚ୍ଚପଦସ୍ଥ କର୍ମଚାରୀ ଅଫିସ୍ ଟେଲିଫୋନ୍ ନଂ ଅଫିସ୍ ମୋବାଇଲ୍ ନଂ
ଏସ୍.ପି., ଗଜପତି ୦୬୮୧୫-୨୨୨୫୩୩(ଅ)
୦୬୮୧୫-୨୨୨୫୬୬(ଘ)
୦୬୮୧୫-୨୨୨୫୬୫(ଫ୍ୟା)
୯୪୩୮୯୧୬୭୦୦
ଡି.ଏସ୍.ପି. (ହେଡକ୍ବାଟର) ଗଜପତି ୦୬୮୧୫-୨୨୨୩୭୪
ଡି.ଏସ୍.ପି. (ହେଚ.ଆର.ପି.ସି.) ଗଜପତି ୦୬୮୧୫-୨୨୪୮୫୧
ଡି.ଏସ୍.ପି. (ଡି.ଆଇ.ବି.) ଗଜପତି ୦୬୮୧୫-୨୨୩୨୨୩ ୯୪୩୮୯୧୬୯୫୯
କମାଣ୍ଡାଣ୍ଟ, ଓ.ଏସ୍.ଏ.ପି. 3ୟ ସ୍ବତନ୍ତ୍ର ବାଟାଲିୟନ ୦୬୮୧୫-୨୨୨୭୨୦
କଣ୍ଟ୍ରୋଲ ରୁମ୍ , 3ୟ ସ୍ବତନ୍ତ୍ର ବାଟାଲିୟନ ୦୬୮୧୫-୨୨୨୬୨୦
ଡି.ଆଇ.ଓ.ସି., ଗଜପତି ୦୬୮୧୫-୨୨୨୩୦୪
ଭି.ଏଚ୍.ଏଫ୍. କଣ୍ଟ୍ରୋଲ ରୁମ୍, ଗଜପତି ୦୬୮୧୫-୨୨୨୦୦୩
ରିଜର୍ଭ ଅଫିସ, ଗଜପତି ୯୪୩୭୫୮୫୬୦୪
୧୦ ଏସ୍.ଡି.ପି.ଓ., ପାରଳାଖେମୁଣ୍ଡି ୦୬୮୧୫-୨୨୨୩୭୭ ୯୪୩୮୯୧୬୯୬୨
୧୧ ଏସ୍.ଡି.ପି.ଓ., ଆର.ଉଦୟଗିରି ୦୬୮୧୭-୨୪୦୩୪୦ ୯୪୩୮୯୧୬୯୬୩
୧୨ ପାରଳାଖେମୁଣ୍ଡି ଥାନା ୦୬୮୧୫-୨୨୨୩୮୮ ୯୪୩୮୯୧୬୭୦୭
୧୩ ପାରଳାଖେମୁଣ୍ଡି ଟାଉନ ଆଉଟ ପୋଷ୍ଟ- । ୦୬୮୧୫-୨୨୨୬୭୫
୧୪ ପାରଳାଖେମୁଣ୍ଡି ଟାଉନ ଆଉଟ ପୋଷ୍ଟ- ।। ୦୬୮୧୫-୨୨୨୬୭୪
୧୫ କାଶୀନଗର ଥାନା ୦୬୮୧୫-୨୮୪୨୩୩ ୯୪୩୮୯୧୬୭୦୫
୧୬ ଗୁରାଣ୍ଡି ଥାନା ୦୬୮୧୫-୨୮୩୭୪୦ ୯୪୩୮୯୧୬୭୦୪
୧୭ ଗାରାବନ୍ଧ ଥାନା ୯୪୩୭୫୮୫୬୦୨ 9୯୪୩୮୯୧୬୭୦୩
୧୮ ସେରଙ୍ଗ ଥାନା ୯୪୩୭୫୮୫୬୦୧ ୯୪୩୮୯୧୬୭୧୧
୧୯ ଗୁମ୍ମା ଫାଣ୍ଡି ୯୪୩୭୧୧୬୧୨୮ ୯୪୩୮୯୧୫୮୭୧
୨୦ ଗାଇବା ଫାଣ୍ଡି ୯୪୩୮୯୧୫୮୭୦
୨୧ ଖଜୁରିପଦା ଫାଣ୍ଡି ୦୬୮୧୭-୨୪୨୫୧୦ ୯୪୩୮୯୧୫୮୭୨
୨୨ ରାୟଗଡ ଥାନା ୦୬୮୧୫-୨୮୬୩୦୫ ୯୪୩୮୯୧୬୭୧୦
୨୩ ଆର.ଉଦୟଗିରି ଥାନା ୦୬୮୧୭-୨୪୦୨୩୦ ୯୪୩୮୯୧୬୭୦୮
୨୪ ରାମଗିରି ଥାନା ୦୬୮୧୭-୨୫୨୭୨୨ ୯୪୩୮୯୧୬୭୦୯
୨୬ ମୋହନା ଥାନା ୦୬୮୧୬-୨୫୮୩୩୫ ୯୪୩୮୯୧୬୭୦୬
୨୬ ଚନ୍ଦ୍ରଗିରି ଫାଣ୍ଡି ୯୪୩୭୫୮୫୬୦୩ ୯୪୩୮୯୧୫୮୬୯