ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗଜପତି ଜିଲ୍ଲା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟଳୟର ଦାୟୀତ୍ୱ
- ଗରିବ ଲୋକମାନଙ୍କୁ ଚାଉଳ କିଲୋ ଏକ ଟଙ୍କାରେ ଯୋଗାଇ ଦେଇ ଖାଦ୍ୟ ଓ କ୍ଷୁଦାମୁକ୍ତ ଜିଲ୍ଲାର ସଂକ୍ଳପକୁ ଦୃଢୀକରଣ କରିବା
- ସୁଲଭମୁଲ୍ୟ ଦୋକାନ ଜରିଆରେ ଖାଦ୍ୟ ଶସ୍ୟ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବା ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମିତତା ନିଶ୍ଚିତ କରିବା ଏବଂ ସମସ୍ତଙ୍କୁ ଖାଦ୍ୟ ଦ୍ରବ୍ୟ ଉପଲବ୍ଧ କରାଇବାକୁ ଅଗ୍ରାଧିକାର ଦିଆଯିବା।
- ସରକାରଙ୍କୁ ଧାର୍ଯ୍ୟ ମୁଲ୍ୟରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା
କର୍ମ ସମ୍ପାଦନା କରିବା ପରିଧି
୭ ଟି ପଂଚାୟତ ସମିତିରେ ଥିବା ସମସ୍ତ ୧୪୯ ଟି ଗ୍ରାମ ପଞ୍ଚାୟତ ଓ ୨ ଗୋଟି ପୌର ପରିଷଦ।
ପି.ଏଚ.ଏଚ | ଏ.ଏ.ଓଇ. | ମୋଟ | ଅନ୍ନପୁର୍ନ୍ନା |
---|---|---|---|
୧୦୬୫୪୧ | ୨୦୮୮୪ | ୧୨୭୪୨୫ | ୯୩୨ |
ପିଡଏସ କମଡିଟି | ପରିମାଣ | ମୁଲ୍ୟ |
---|---|---|
୧. ପି ଏଚ ଏଚ ଚାଉଳ ଏବଂ ଗହମ | ୦୫ କେଜି ମୁଣ୍ଡ ପିଛା | ଟ. ୧.୦୦ |
୨. ଏଏ ଓଇ ଚାଉଳ | ୩୫ କି.ଗ୍ରା | ଟ. ୧.୦୦ |
୩. ଅନ୍ନପୁର୍ଣା ଚାଉଳ | ୧୦ କି.ଗ୍ରା | ବିନାମୁଲ୍ୟରେ |
୪. କିରୋସିନି ତେଲ | ୦.୬୪୦ ଲିଟର | ଟ. ୨୩.୫୨ ପ୍ରତି ଲିଟର. ଜି.ଏସ.ଟି ସହିତ @ ୫% |
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜିଲ୍ଲାପାଳ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି, ଗଜପତି-ଜିଲ୍ଲା, ଓଡ଼ିଶା-୭୬୧୨୦୦, ଦୂର ଭାଷା କ୍ର. ୦୬୮୧୫-୨୨୨୫୨୩,
ଈମେଳ : cso[dot]gajapati[at]gmail[dot]com
ଗଜପତି ଜିଲ୍ଲାର ସୁଲଭମୁଲ୍ୟ ଦୋକାନ ସଂଖ୍ୟା ବିଷୟରେ ଅଧିକ ତଥ୍ଯ ପାଇଁ ନିମ୍ନରେ ଦିଆଯାଇଥିବା ଲିଂକ୍ କ୍ଲିକ୍ କରନ୍ତୁ