ବନ୍ଦ କରନ୍ତୁ

ଗ୍ରାମ ଓ ପଞ୍ଚାୟତ

ବ୍ଲକ୍କ ଅନୁଯାୟୀ, ଗଜପତି ଜିଲ୍ଲାର ଗ୍ରାମର ତାଲିକା ପାଇଁ ନିମ୍ନରେ ଦିଆଯାଇଥିବା ଲିଂକକୁ କ୍ଲିକ୍‍ କରନ୍ତୁ

ଜନଗନଣା ୨୦୧୧ ହିସବରେ ଗଜପତି ଜିଲ୍ଲା ରେ ୭ ଟି ବ୍ଳାକ ଏବଂ ୧୧ ପୁଲିସ ଥାନା ଅଛି। ଗଜପତି ଜିଲ୍ଲା ରେ ଜନଗନଣା ୨୦୧୧ ହିସବରେ ୧୪୯୯ ନିବାସ କରିବା ଗ୍ରାମ ଅଛି। ଗଜପତି ଜିଲ୍ଲା ର ୭ ଟି ବ୍ଳାକରେ ୧୪୯ ଗ୍ରାମ ପଂଚାୟତ ଅଛି।

ଗଜପତି ଜିଲ୍ଲା ରେ ୫ଟି ଆଦିବସୀ ଅଦ୍ଧିଯ ବ୍ଲାକ ଓ ୨ଟି ସାମାନ୍ୟ ବ୍ଲାକ ଅଛି।

ଆଦିବସୀ ଅଦ୍ଧିଯ ବ୍ଲାକ : ୫ଟି

  1. ମୋହାନା
  2. ଅର୍‌.ଊଦଯଗିରି
  3. ନୁଆଗଡ
  4. ରାୟଗଡ
  5. ଗୁମ୍ମା

ସାମାନ୍ୟ ବ୍ଲାକ : ୨ଟି

  1. ପାରଳାଖେମୁଣ୍ଡି
  2. କାଶିନଗର

ବ୍ଲକ୍‍-ଗ୍ରାମ ପଞ୍ଚାୟତ ଅନୁସାରେ ଗ୍ରାମର ତାଲିକା ( ପି.ଡି.ଏଫ୍.  ୫୮୩ କେ.ବି)