କ୍ଷେତ୍ରଫଳ |
୩୮୫୦ ବର୍ଗ କି. ମି |
ଉପଖଣ୍ଡ |
୧. ପାରଳାଖେମୁଣ୍ଡି |
ତହସିଲ |
୭ |
ରାଜସ୍ୱ ମଣ୍ଡଳ |
୪୪ |
ବ୍ଲକ |
୭ |
ଗ୍ରାମ ପଞ୍ଚାୟତ |
୧୪୯ |
ଗ୍ରାମ ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) |
୧୫୩୪ |
ପୌରପାଳିକା |
୧. ପାରଳାଖେମୁଣ୍ଡି |
ବିଜ୍ଞାପିତ ଅଞ୍ଚଳ ପରିଷଦ |
୧. କାଶିନଗର |
ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୫୭୭୮୧୭ |
ପୁରୁଷ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୨୮୨୮୮୨ |
ମହିଳା ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୨୯୪୯୩୫ |
ଗ୍ରାମାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୫୦୭୧୫୧ |
ସହରାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) |
୭୦୬୬୬ |
ଜନସଂଖ୍ୟା ଘନତ୍ଵ (ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , ଗଜପତି, ୨୦୧୧ ଅନୁସାରେ |
୧୩୪ ପ୍ରତି ବର୍ଗ କି. ମି. |
ସାକ୍ଷରତା ଶତକଡା ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) |
୪୫.୪୪ |
ଥାନା ସଂଖ୍ୟା |
୧୧ |
ଭାଷା |
୧. ଓଡିଆ, ୨. ଇଂରାଜୀ, ୩. ତେଲୁଗୁ, ୪. ହିନ୍ଦୀ, ୫. ସୌରା, ୬. ଉର୍ଦ୍ଦୁ |