ଜନସାଂଖିକ

ଜନସାଂଖିକ
ବିବରଣୀ ସଂଖ୍ୟା
କ୍ଷେତ୍ରଫଳ ୩୮୫୦ ବର୍ଗ କି. ମି
ଉପଖଣ୍ଡ ୧. ପାରଳାଖେମୁଣ୍ଡି
ତହସିଲ
ରାଜସ୍ୱ ମଣ୍ଡଳ ୪୪
ବ୍ଲକ
ଗ୍ରାମ ପଞ୍ଚାୟତ ୧୪୯
ଗ୍ରାମ ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) ୧୫୩୪
ପୌରପାଳିକା ୧. ପାରଳାଖେମୁଣ୍ଡି
ବିଜ୍ଞାପିତ ଅଞ୍ଚଳ ପରିଷଦ ୧. କାଶିନଗର
ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୫୭୭୮୧୭
ପୁରୁଷ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୨୮୨୮୮୨
ମହିଳା ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୨୯୪୯୩୫
ଗ୍ରାମାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୫୦୭୧୫୧
ସହରାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) ୭୦୬୬୬
ଜନସଂଖ୍ୟା ଘନତ୍ଵ (ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , ଗଜପତି, ୨୦୧୧ ଅନୁସାରେ ୧୩୪ ପ୍ରତି ବର୍ଗ କି. ମି.
ସାକ୍ଷରତା ଶତକଡା ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) ୪୫.୪୪
ଥାନା ସଂଖ୍ୟା ୧୧
ଭାଷା  ୧. ଓଡିଆ, ୨. ଇଂରାଜୀ, ୩. ତେଲୁଗୁ, ୪. ହିନ୍ଦୀ, ୫. ସୌରା, ୬. ଉର୍ଦ୍ଦୁ