1 |
ପାରଳାଖେମୁଣ୍ଡି |
ପାରଳାଖେମୁଣ୍ଡି ତହସିଳ କାର୍ଯ୍ୟାଳୟ ବର୍ଷ ୦୭/୦୯/୧୯୫୩ ରେ ସ୍ତାପିତ ହେଇଛି। ପାରଳାଖେମୁଣ୍ଡି ତହସିଳ ରେ ୧୦ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା – ପାରଳାଖେମୁଣ୍ଡି, ଉପ୍ପଳଡା, ଖର୍ସଣ୍ଡା, ବାଘସୋଲା, ମାଛମରା ଗୁରାଣ୍ଡି, ଭୁସ୍କୁଡି, ବଡ କୋତ୍ତୁରୁ, ସୋବାରା, ଗାରବନ୍ଧ. ପାରଳାଖେମୁଣ୍ଡି ତହସିଳ ରେ ୧୫୦ ରାଜସ୍ୱ ଗ୍ରାମ ଅଛି। |
ପାରଳାଖେମୁଣ୍ଡି ରେଳ ସ୍ଟେସନ୍, ତହସିଳ କାର୍ଯ୍ୟାଳୟ ରୁ ମତ୍ର ୧.୫ କି.ମି ଦୂର ରେ ଅଛି। ବସ ସ୍ଟାଣ୍ଡ ତହସିଳ କାର୍ଯ୍ୟାଳୟ ରୁ ମାତ୍ର ୧.୦ କି.ମି. ଦୂର ରେ ଅଛି। |
2 |
କାଶିନଗର |
ତହସିଳ କାର୍ଯ୍ୟାଳୟ କାଶିନଗର ତାରୀଖ : ୩୧/୧୦/୨୦୦୯ ରୁ କାର୍ଯ୍ୟକାରି ହେଇଛି। କାଶିନଗର ତହସିଳ ରେ ୦୭ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ରାନିପେଟା, କେ. ସିତାପୁର, ହଡୁଭାଂଗି, ଖାରାଡା, କାଶିନଗର, ସିୟାଳି, ଓ ଖାଣ୍ଡବା। କାଶିନଗର ତହସିଳ ରେ ୯୯ ରାଜସ୍ୱ ଗ୍ରାମ ଅଛି। |
କାଶିନଗର, ରାଜ୍ୟ ରାଜପଥ କ୍ର.୦୪ ରେ ପାରଳାଖେମୁଣ୍ଡି ଠାରୁ ୨୫ କି.ମି. ଓ ଗୁନୁପୁର କୁ ୨୪ କି.ମି. ଦୂରରେ ଅଛି। କାଶିନଗର ରେ ରେଳ ସ୍ଟେସନ୍ ଭି ଅଛି । |
3 |
ରାୟଗଡା |
ତହସିଳ କାର୍ଯ୍ୟାଳୟ ରାୟଗଡା ତାରୀଖ : ୨୬/୦୪/୨୦୦୮ ରୁ କାର୍ଯ୍ୟକାରି ହେଇଛି। ରାୟଗଡା ତହସିଳ ରେ ୦୪ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ରାୟଗଡା, ମଣ୍ଡଳ ସାହି, ଜିରାଂଗୋ, ଓ ଗଣ୍ଡାହତି। ରାୟଗଡା ତହସିଳ ରେ ୨୧୧ ରାଜସ୍ୱ ଗ୍ରାମ ଅଛି। |
ସଡକ ପଥ ରେ ଜିଳ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୩୦ କି.ମି. ଦୂରରେ ମୋହନା ସଡକ ପଥ ରେ ଅବସ୍ଥିତ । |
4 |
ଆର. ଉଦୟଗିରି |
ଆର. ଉଦୟଗିରି ତହସିଳ ରେ ୦୬ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ଛେଳ୍ଳିଗଡ, ମଂଗରଜପୁର, ମହେଂଦ୍ରଗଡ, ରାମଗିରି, ଓ ଆର. ଉଦୟଗିରି । ଆର. ଉଦୟଗିରି ତହସିଳ ରେ ୨୧୨ ରାଜସ୍ୱ ଗ୍ରାମ ଅଛି। |
ଆର. ଉଦୟଗିରି – ପାରଳାଖେମୁଣ୍ଡି ଠାରୁ ୬୦ କି.ମି. ଓ ବ୍ରହ୍ମପୁର ଠାରୁ ୧୦୭ କି.ମି. ଦୂରରେ ଅଛି। |
5 |
ମୋହନା |
ତହସିଳ କାର୍ଯ୍ୟାଳୟ ମୋହନା ତାରୀଖ : ୧୫/୦୮/୧୯୯୬ ରୁ କାର୍ଯ୍ୟକାରି ହେଇଛି। ମୋହନା ତହସିଳ ରେ ୦୬ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା -ମୋହନା, ଅଡବା, ଚାନ୍ଧିପୁଟ, ଚନ୍ଦ୍ରଗିରି, ଗୋବିନ୍ଧପୁର ଓ ବିରିକୋଟ । ମୋହନା ତହସିଳ ରେ ୩୭୨ ରାଜସ୍ୱ ଗ୍ରାମ ଅଛି। |
ମୋହନା, ପାରଳାଖେମୁଣ୍ଡି ଠାରୁ ୧୦୭ କି.ମି. ଓ ବ୍ରହ୍ମପୁର ଠାରୁ ୭୦ କି.ମି. ଦୂରରେ ଅଛି। |
6 |
ଗୁମ୍ମା |
ତହସିଳ କାର୍ଯ୍ୟାଳୟ ଗୁମ୍ମା ତାରୀଖ : ୧୫/୧୨/୨୦୧୦ ରୁ କାର୍ଯ୍ୟକାରି ହେଇଛି। ଗୁମ୍ମା ତହସିଳ ରେ ୦୪ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ସେ ହେଲା – ଜୀବା, ଗୁମ୍ମା, ଗୈବା ଓ ସେରଂଗ । ଗୁମ୍ମା ତହସିଳ ରେ ୨୧୦ ରାଜସ୍ୱ ଗ୍ରାମ ଅଛି। |
ଗୁମ୍ମା, ପାରଳାଖେମୁଣ୍ଡି ଠାରୁ ୨୮ କି.ମି. ଦୂରରେ ଅଛି। |
7 |
ନୁଆଗଡ |
ତହସିଳ କାର୍ଯ୍ୟାଳୟ ନୁଆଗଡ ତାରୀଖ : ୦୧/୦୪/୨୦୧୧ ରୁ କାର୍ଯ୍ୟକାରି ହେଇଛି। ନୁଆଗଡ ତହସିଳ ରେ ୦୭ ଟି ରଜସ୍ୱ ମଣ୍ଡଳ ସହିତ ଗୋଠିତ। ନୁଆଗଡ ତହସିଳ ରେ ୧୭୪ ରାଜସ୍ୱ ଗ୍ରାମ ଅଛି। |
ନୁଆଗଡ ସଡକ ପଥ ରେ ଜିଳ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୫୫ କି.ମି. ଦୂରରେ (ଭାୟା ଖଜୁରିପଦା) ସଡକ ପଥ ରେ ଅବସ୍ଥିତ । |