ବିଧାନସଭା ନିର୍ବାଚନ ଲଢୁଥିବା ପ୍ରତିଯୋଗୀ

୧୩୬- ମୋହନା (ସଂରକ୍ଷିତ), ନିର୍ବାଚନମଣ୍ଡଳୀର ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ
କ୍ରମିକ ସଂଖ୍ୟା ପ୍ରାର୍ଥୀଙ୍କ ନାମ ଲିଙ୍ଗ ସଂପୃକ୍ତ ଦଳ ଦଳର ନିର୍ବାଚନ ପ୍ରତୀକ
ଦାଶରଥି ଗମଙ୍ଗ ପୁରୁଷ ଭାରତୀୟ ଜାତୀୟ କଂଗ୍ରେସ ହାତ
ପୂର୍ଣ୍ଣବାସୀ ନାୟକ ମହିଳା ବିଜୁ ଜନତା ଦଳ ଶଙ୍ଖ
ପ୍ରଶାନ୍ତ କୁମାର ମଲ୍ଲିକ ପୁରୁଷ ଭାରତୀୟ ଜନତା ପାର୍ଟି ପଦ୍ମ
ସୁଦାମ ରଇତ ପୁରୁଷ ବହୁଜନ ସମାଜ ପାର୍ଟି ହାତୀ
ଦାମୋଦର ରଇତ ପୁରୁଷ ଆମ୍ବେଦକର ଜାତୀୟ କଂଗ୍ରେସ ଗ୍ରାମଫୋନ
ଯାକୁବ କାର୍ଯୀ ପୁରୁଷ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍କ୍ସଷ୍ଟ ଲେନିନିଷ୍ଠ) ଲିବରେସନ ତିନି ତାରକା ବିଶିଷ୍ଟ ପତାକା
ଆମସନ ମଲିକ ପୁରୁଷ ସ୍ୱାଧୀନ ମାଠିଆ
ଭରତ ପାଇକ ପୁରୁଷ ସ୍ୱାଧୀନ ବ୍ୟାଟ

ବିଜୁ ଜନତା ଦଳ

୧୩୭- ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ
କ୍ରମିକ ସଂଖ୍ୟା ପ୍ରାର୍ଥୀଙ୍କ ନାମ ଲିଙ୍ଗ ସଂପୃକ୍ତ ଦଳ ଦଳର ନିର୍ବାଚନ ପ୍ରତୀକ
କଲ୍ୟାଣୀ ଗଜପତି ମହିଳା ଶଙ୍ଖ
ଗୌରୀ ଶଂକର ମହାନନ୍ଦିଆ ପୁରୁଷ ବହୁଜନ ସମାଜ ପାର୍ଟି ହାତୀ
କେ. ନାରାୟଣ ରାଓ ପୁରୁଷ ଭାରତୀୟ ଜନତା ପାର୍ଟି ପଦ୍ମ
କେ. ସୂର୍ଯ୍ୟା ରାଓ ପୁରୁଷ ଭାରତୀୟ ଜାତୀୟ କଂଗ୍ରେସ ହାତ
ସୁନିଲ କୁମାର ପଟନାୟକ ପୁରୁଷ ସମତା କ୍ରାନ୍ତି ଦଳ କଇଁଚି
କେଦାର ଶବର ପୁରୁଷ ସ୍ୱାଧୀନ ବାଇସାଇକେଲ ପମ୍ପ
ତିରୁପତି ପାଣିଗ୍ରାହୀ ପୁରୁଷ ସ୍ୱାଧୀନ ମାଠିଆ