ସବଡିଭିଜନ ଏବଂ ବ୍ଲକ୍
ଗଜପତି ଜିଲ୍ଲାର ସବଡିଭିଜନ (ଉପଖଣ୍ଡ) ଏବଂ ବ୍ଲକ୍
ଗଜପତି ଜିଲ୍ଲାରେ କେବଳ ଗୋଟିଏ ସବଡିଭିଜନ ଅଛି ଯାହାକି ପାରଳାଖେମୁଣ୍ଡି ନାମରେ ନାମିତ । ଗଜପତି ଜିଲ୍ଲା ୭ଟି ବ୍ଲକ୍କୁ ନେଇ ଗଠିତ ।
ଜିଲ୍ଲା ସବଡିଭିଜନ ତାଲିକା
- ପାରଳାଖେମୁଣ୍ଡି
ଜିଲ୍ଲାର ବ୍ଲକ୍ ତାଲିକା
- ପାରଳାଖେମୁଣ୍ଡି(ଗୋଷାଣି)
- ଆର. ଊଦୟଗିରି
- ମୋହନା
- ରାୟଗଡ
- କାଶିନଗର
- ନୁଆଗଡ
- ଗୁମ୍ମା