ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବା ଯୋଗାଣ ବ୍ୟବସ୍ଥା
ଚିକିତ୍ସାଳୟର ନାମ ସଂଖ୍ଯା
ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ
ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨୧
ସ୍ୱାସ୍ଥ୍ୟ ଉପକେନ୍ଦ୍ର ୧୩୬
ସ୍ୱାସ୍ଥ୍ୟ ସେକ୍ଟର ୩୨
ଆୟୁର୍ବେଦିକ ଚିକିତ୍ସାଳୟ
ହୋମିଓପେଥିକ ଚିକିତ୍ସାଳୟ
ଗୋଷ୍ଟି (ବ୍ଲକ) ଅନୁଯାଇ ସ୍ୱାସ୍ଥ୍ୟ ଅନୁଷ୍ଠ।ନ ବର୍ଗୀକରଣ
ବ୍ଲକ୍‍ର ନାମ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଉପକେନ୍ଦ୍ର
ଗୋସାଣି ୧୭
ଗୁମ୍ମା ୧୯
କାଶିନଗର ୧୩
ମୋହନା 33
ନୁଆଗଡ ୧୭
ଆର. ଉଦୟଗିରୀ ୧୪
ରାୟଗଡ଼ ୨୩
ସମୁଦାୟ ୨୧ ୧୩୬
୧୦୮/୧୦୨ ଆମ୍ବୁଲାନ୍ସର ଅବସ୍ତାନ
ସ୍ୱାସ୍ଥ୍ୟ ଅନୁଷ୍ଟାନର ନାମ ୧୦୮ ର ସ୍ଥିତି ସ୍ୱାସ୍ଥ୍ୟ ଅନୁଷ୍ଟାନର ନାମ ୧୦୨ ର ସ୍ଥିତି
ମୋହନା ଗାରାବନ୍ଧ
ଆର. ଉଦୟଗିରୀ ଖାଣ୍ଡବା
ରାୟଗଡ଼ ବି.କେ ପଦା
କାଶିନଗର ରାମଗିରି
ଗୁମ୍ମା ଚନ୍ଦ୍ରଗିରି
ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଜୀରାଙ୍ଗ ଅକ୍ଷମ

ରକ୍ତ ଭଣ୍ଡାର ଉପଳବ୍ଧ

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ରକ୍ତ ଭଣ୍ଡାର ଉପଲବ୍ଧ ଅଛି ।
ରକ୍ତ ଭଣ୍ଡାର ଅଧିକାରୀଙ୍କ ନ।ମ – ଡା.ଏମ. ରାମଲକ୍ଷ୍ମୀ
ରକ୍ତ ଭଣ୍ଡାର ଅଧିକାରୀଙ୍କ ଦୂରଭାଷ – ୦୬୮୧୫-୨୨୨୪୬୭

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା, ପେକେଜ ର ବିବରଣି ଏବଂ ଏଫ ଏ କ୍ୟୁ ର ଜାନକାରି

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା , ପେକେଜ ର ବିବରଣି, ଏବଂ   ଏଫ ଏ  କ୍ୟୁ ସମ୍ବନ୍ଧରେ ଅଧିକା ସୂଚନା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ‍ରେ କ୍ଳିକ‍ କରନ୍ତୁ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଲବ୍ଧ ଚିକିତ୍ସାଳୟର ତାଲିକା (ପି ଡି ଏଫ୍‍, ୩୧୧ କେ.ବି)

ପେକେଜ ର ବିବରଣି   (ପି ଡି ଏଫ, ୧୭୮୬ କେ.ବି)  ପେକେଜ ଏଫ ଏ କ୍ଯୁ   (ପି ଡି ଏଫ, ୨୯୩୮ କେ.ବି)

ଏଫ ଏ  କ୍ୟୁ   (ପି ଡି ଏଫ, ୨୯୩୮ କେ.ବି)

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନସ୍ଥ ଇମ୍‍ପ୍ଳାଣ୍ଟ ମାଷ୍ଟେର୍‍ ତାଲିକା (ପି ଡି ଏଫ୍‍, ୨୨୬ କେ.ବି.)