ବନ୍ଦ କରନ୍ତୁ

ଚନ୍ଦ୍ରଗିରି

ଚନ୍ଦ୍ରଗିରି ମୋହନା ମଣ୍ଡଳର ଲୋବାରସିଂ ସ୍ଥାନରେ ଅଛି । ଏହି ସ୍ଥାନରେ ଅନେକ ତିବ୍ବତୀୟମାନେ ସେମାନଙ୍କର ଗୃହ ପରିତ୍ଯାଗ କରି ସେଠାରେ ବସବାସ କରନ୍ତି । ଜିରାଙ୍ଗ ସ୍ଥାନଟି ମୋହନା ମଣ୍ଡଳ ଅଧିନରେ ଅବସ୍ଥିତ ଯେଉଁଠାରେ ଦକ୍ଷିଣ ଏସିଆର ବୃହତ୍ତମ ବୁଦ୍ଧ ମନ୍ଦିର ପାଇଁ ଖ୍ଯାତି ଅର୍ଜନ କରିଅଛି । ୨୦୧୦ ମସିହାରେ ସନ୍ଥ ଗୁରୁ ଦଲାଇଲାମା ଏହି ମନ୍ଦିରଟିକୁ ଉଦ୍‍ଘାଟନ କରିଥିଲେ । ଏହାକୁ ମଧ୍ଯ “ମହାବିହାର ସମ୍ରାଜ” ବୋଲି କୁହାଯାଏ ।

  • ତିବ୍ବେତାନ ମନ୍ଦିର
  • ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମୂର୍ତ୍ତୀ
  • ବୌଦ୍ଧ ମନ୍ଦିର ପରିସର କାନ୍ଥ ପଟ୍ଟଚିତ୍ର
  • ପ୍ରକୋଷ୍ଠ ୨ ସ୍ଥିତ ବୌଦ୍ଧ ମୂର୍ତ୍ତୀ
  • ପ୍ରକୋଷ୍ଠ-୩ ସ୍ଥିତ ବୌଦ୍ଧ ମୂର୍ତ୍ତୀ
  • ଚନ୍ଦ୍ରଗିରି ସ୍ଥିତ ଅତିଥି ଆବାସସ୍ଥଳୀ
  • ତିବ୍ବେତାନ ମନ୍ଦିର ଚନ୍ଦ୍ରଗିରି
  • ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମୂର୍ତ୍ତୀ
  • ବୌଦ୍ଧ ମନ୍ଦିର କାନ୍ଥ ପଟ୍ଟଚିତ୍ର
  • ବୌଦ୍ଧ ମନ୍ଦିର ପ୍ରକୋଷ୍ଠ ୨
  • ବୌଦ୍ଧ ମନ୍ଦିର ପ୍ରକୋଷ୍ଠ-୩
  • ଅତିଥି ରହିବା ଆଶ୍ରୟ ସ୍ଥଳୀ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ଭୁବନେଶ୍ୱର ବିମାନବନ୍ଦରରୁ ମୋହନା ରୋଡ ମାର୍ଗରେ ୨୫୪ କି.ମି. ଦୂରରେ ଚନ୍ଦ୍ରଗିରି ଅଛି ।

ରେଳଗାଡ଼ିରେ

ବ୍ରହ୍ମପୁର ଠାରୁ ୮୦ କି.ମି. ଦୂରରେ ଅବସ୍ଥିତ ।

ସଡ଼କ ପଥରେ

ମୋହନା ଠାରୁ ୧୯ କି.ମି. ଏବଂ ପାରଳାଖେମୁଣ୍ଡି ଠାରୁ ୮୮ କି.ମି. ଦୂରରେ ଅଛି ।